୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ
୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ ଚୌଦ୍ୱାର(ଏନ୍.ଏମ୍.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍ (୨୧) ଓରଫ ଭାଲୁ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ ୨ଟି ଏଲଇଡି ଟିଭି ଜବତ କରାଯାଇଛି…
