ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ
ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ #ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଓ ମେଡ଼ିକାଲରେ ଔଷଧ ନମିଳିବାରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏ ନେଇ ସଂଗୀନ ଅଭିଯୋଗ କରିବା ପରେ ମେଡ଼ିକାଲରେ ଉତ୍ତେଜନା ସୃଷ୍ଠି ହୋଇଥିଲା । ଘଟଣାରୁ ପ୍ରକାଶ, ଯେ, ଆଜି ଦିନ ଭଦ୍ରକ ଚରମ୍ପା କେନାଲ ରୋଡ଼ ଅଞ୍ଚଳର ବିଜୟ ଲକ୍ଷ୍ମୀ ମହାନ୍ତି(୭୪) ହଠାତ…
