ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ’ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଇରଙ୍ଗପୁର ପୌରାଞ୍ଚଳର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହିଦ…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର #ଚୌଦ୍ୱାର(ଏନ୍‌.ଏମ): ଚୌଦ୍ୱାର ମହାବିଦ୍ୟାଳୟ ଯୁକ୍ତ ୩ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ରୋଭର ରେଞ୍ଜର ଅନୁଷ୍ଠାନର ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (ଏସଏସିପି) ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ମହାବିଦ୍ୟାଳୟ ଅଧକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ଏହି ଶିବିରକୁ ଉଦ୍ଘାଟନ କରିଥିବାବେଳେ ଜାତୀୟ ସେବା…

Read More

ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଘଣ୍ଟିଖାଲ ଠାରେ ଗଢି ଉଠିଥିବା ଆରତୀ ଷ୍ଟିଲ ପ୍ଲାଣ୍ଟରେ ଆଜି ରୋଲିଁ ମିଲରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶମିକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ ମହାକାଳବସ୍ତର ଗୋକୁଳ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୋକୁଳ ବେହେରା ରୋଲିଂ ମିଲରେ ମାଲ ଲୋଡ କରୁଥିବାବେଳେ ଅପରେଟରଙ୍କ ଅସାବଧାନତା ଯୋଗୁ…

Read More

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ #ବାଙ୍କୀ(ଏନ୍‌.ଏମ୍‌.): ରାଜ୍ୟରେ ଅପପୃଷ୍ଟି ଦୂର କରିବା ନିମନ୍ତେ ସରକାର ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ କୋମଳମତି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର କିଛି କର୍ମଚାରୀଙ୍କ ଯୋଗୁଁ ପୁଷ୍ଟିକର ଖାଦ୍ୟ ବଦଳରେ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଖାଦ୍ୟ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ…

Read More

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ, ଗାଡ଼ି ଚଳାଚଳ ଠପ୍‌

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ, ଗାଡ଼ି ଚଳାଚଳ ଠପ୍‌ #କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳେ ଆନ୍ଦୋଳନକାରୀ ମାନେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ରାଜପଥ…

Read More

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ #ଚୌଦ୍ୱାର(ଏନ୍‌.ଏମ୍‌.): ହୀରାକୁଦ ଜଳଭଣ୍ଡାରର ବାମପଟରୁ ୧୬ଟି ଦକ୍ଷିଣ ପଟରେ୧୦ଟି ମୋଟ ୨୬ଟି ଗେଟ ଯୋଗେ ଜଳଭଣ୍ଡାରରୁ ଉଦ୍‌ବୁଦ୍ଦ ଜଳ ନିଷ୍କାସିନ ଚାଲିଥିବା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସଂଧ୍ୟା ସୁଧା ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ କରାଯାଉଛି । ଫଳରେ ମହାନଦୀର ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି…

Read More

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ କଟକ(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ କେବଳ ଶୁଦ୍ଧ ପାନୀୟ ଜଳ ନୁହେଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ସିଏମସି ୫୩ନମ୍ବର ୱାର୍ଡ ଦରଖାପାଟଣା ଅନ୍ତର୍ଗତ କଲ୍ୟାଣୀନଗର ସ୍ଥିତ ନାରାୟଣୀ ହସ୍ପିଟାଲ ନିକଟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏକ ଏନାଜିକ୍ କାଙ୍ଗେନ୍ ୱାଟର ପଏଣ୍ଟ୍‌ର ଉଦଘାଟନ…

Read More

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ #ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ ଆର୍ଥିକ ସୁବିଧା, ଫାର୍ମାସିଷ୍ଟ ପରିବର୍ତ୍ତେ ଫାର୍ମାସିଷ୍ଟ ଅଫିସର ପ୍ରମୁଖ ଦାବି ଉପସ୍ଥାପନ କରିବା ପାଇଁ ତା ୧୬-୦୯-୨୩ରିଖ ଶନିବାର…

Read More

ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ

ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଅବହେଳା ଯୋଗୁ ଏବେ ପଶୁ ସମ୍ପଦ ବିପଦରେ ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାଣୀଧନ ବିକାଶ ନିମନ୍ତେ ବିଭିନ୍ନ ସ୍ଥାନରେ ପଶୁ ଡାକ୍ତରଖାନା ଖୋଲାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତାହା ଜନସାଧାରଣଙ୍କ କାମରେ ଲାଗିପାରୁନାହିଁ । ଏକଭଙ୍ଗାଘରେ କେବଳ ଫଳକରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଚାଲିଥିବାବେଳେ ଏହାର…

Read More

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ #କଟକ(ଏନ୍‌.ଏମ୍‌.): ମାରାତ୍ମକ କ୍ୟାନସନର ରୋଗରେ ଛଟପଟ ହେଉଥିବା ରୋଗୀଟି ପାଇଁ ଏବେ ଅର୍ଥ ସାଜିଛି ବାଧକ । ସରକାର ଦୁସ୍ଥ ରୋଗୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହାୟ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗୀ ଜଣକ ସୁଦୂର ଛତିଗଡ଼ ରାଜ୍ୟର ବିରଗାଁ, ବିନ୍ଦ୍ରାୱନଗଡ଼ ରାୟପୁରର ମଦନ ଦାସ(୪୩)ବୋଲି ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ପ୍ରତିଷ୍ଠାନର ୧୫ନମ୍ବର ୱାର୍ଡ଼ରେ ଚିକିତ୍ସିତ…

Read More

ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳା

ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳା ‘ଶିକ୍ଷା ଓ ଆଇନ ସଚେତନତା ମାଧ୍ୟମରେ ସମାଜରୁ ଏହିଭଳି କୁସଂସ୍କାରକୁ ଦୂରେଇ ହେବ’ #କଟକ (ଏନ୍‍.ଏମ୍‍.): ସମସ୍ତେ ଶିକ୍ଷିତ ହେଲେ ଓ ଆଇନ ବିଷୟରେ ଅବଗତ ହେଲେ ସମାଜରୁ ଡାହାଣୀ ପ୍ରଥା ଭଳି କୁସଂସ୍କାରକୁ ସମୂଳେ ଦୂରେଇ ଦିଆଯାଇ ପାରିବ । ତେବେ କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲାପାଳ…

Read More

ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍‌.ୟୁ.ସି.ଆଇସି

ଡେଙ୍ଗୁ ପାଇଁ ସିଏମସିର ଅପାରଗତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ: ଏସ୍‌.ୟୁ.ସି.ଆଇସି #କଟକ(ଏନ୍‍.ଏମ୍‍.): କଟକ ସହରରେ ଡେଙ୍ଗୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ମାତ୍ର ସିଏମସି କେବଳ ଲୋକଦେଖାଣିଆ ସଚେତନତା କରି ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସହରବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦେଉନଥିବା ଏସୟୁସିଆଇସି ପକ୍ଷରୁ ଅଭିଯୋଗ ହୋଇଛି । କଟକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା, ସହରର ପରିମଳ ଓ…

Read More