ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା #କଟକ(ଏନ୍‌.ଏମ୍‌.): ଦେଶରେ ଇପିଏଫ ପେନସନ ଦାବି ପାଇଁ ଲୋକସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଦାବି ଉଠାଇଥିବାରୁ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡିଶା ସମେତ ସାରା ଦେଶରେ ଥିବା ଇପିଏଫ ପେନସନ ଭୋଗୀମାନେ ପାଉଥିବା ସର୍ବନିମ୍ନ ପେନସନ ୧୦୦୦ଟଙ୍କାରୁ ୯୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସାଂସଦ ଲୋକସଭାରେ ଦାବି କରିଛନ୍ତି । ଓଡିଶାର ବିଜେଡି ସାଂସଦ ମଞ୍ଜୁଲତା…

Read More

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌ #ଭୁବନେଶ୍ୱର/ଆଠଗଡ଼(ଏନ୍‌.ଏମ୍‌.): ଛତିଶଗଡ଼ ଏବଂ ଓଡ଼ିଶାରେ ଭାରି ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଉଦ୍‌ବୁଦ ଜଳ ମହାନଦୀରେ ଛଡ଼ା ଯାଉଛି । ଏହି ପରିପ୍ରେକ୍ଷୀରେ ହୀରାକୁଦର ତଳମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଉପନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇ ମହାନଦୀରେ ବନ୍ୟାଜଳ ମିଶୁଛି । ତେଣୁ…

Read More

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ #ଖୋର୍ଦ୍ଧା(ଏନ୍‌.ଏମ୍‌.): ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କାଇପଦର ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ସମସ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାଇପଦର ଉଚ୍ଚ ବିଦ୍ୟାଳୟ ପରସରରେ ମୋ’ ସ୍କୁଲ, ସବୁଜ ସ୍କୁଲ ମୋ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟ ପ୍ରଦ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ…

Read More

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଗୋଟିଏ ପଟେ ଶିକ୍ଷାର ଉନ୍ନତିକରଣ ନିମରେ ରାଜ୍ୟସରକାର ଫାଇବ-ଟି ଯୋଜନାରେ ସ୍କୁଲଗୁଡ଼ିକର ଉନ୍ନତିକରଣ କରୁଥିବାବେଳେ ଶିକ୍ଷକଙ୍କ ଅଭାବ ସମସ୍ୟାକୁ ସୁଧାରି ପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍କୁଲ କମିଟିର ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲ…

Read More

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ #ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିରୋଧ କରି କେତେକ ରାଜନୈତିକ ଦଳ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବୋଲି ବିଜେଡି ଖୁଲମଖୁଲା ପ୍ରକାଶ କରିଛି । ଏନଡିଏ ସରକାରକୁ ବିଜେଡି ପୁଣିଥରେ ନିସର୍ତ୍ତ ସମର୍ଥନ ଦେଇଥିବା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ବହୁଚର୍ଚ୍ଚିତ ଦିଲ୍ଲୀ…

Read More

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା ମୟୁରଭଞ୍ଜ(ଏନ୍‌.ଏମ୍‌.): ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ମୁହଁ ବୁଲାଇ ଚାଲିଗଲା ମା’ । ଯିଏ ମା’କୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବା ଶିଖିନି, ତାକୁ ପର କରି ଚାଲିଗଲା ମା’ । ଏଭଳି ଅଭାବନୀୟ ଘଟଣା ମଣିଷ ନୁହେଁ ବରଂ ଏକ ବନ୍ୟଜନ୍ତୁଙ୍କ ଠାରେ ଦେଖିବାକୁ ମିଳିଛି । ଅସୁସ୍ଥ…

Read More

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ #ଆଠଗଡ଼(ଏନ୍‌.ଏମ୍‌.): କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅପରାହ୍ନରେ କୁଳମଣି କ୍ଷେତରେ କାମ କରୁଥିବାବେଳେ ଘନଘନ ବିଜୁଳି ଘଡ଼ଘଡ଼ି ମାରିଥିଲା । ତେବେ…

Read More

ପୁଣି ଫେରିଲା କି ମେଣ୍ଢା ମଡ଼କ ?

ପୁଣି ଫେରିଲା କି ମେଣ୍ଢା ମଡ଼କ ? ଅଜଣା ଜନ୍ତୁର ଆକ୍ରମଣରେ ୮ ରୁ ଉର୍ଦ୍ଧ ମେଣ୍ଢା ମୃତ୍ୟୁ,୧୯ଟି ଗୁରୁତର ଆହତ #ଆଠଗଡ଼(ଏନ୍‌.ଏମ୍‌.): କିଛି ବର୍ଷ ତଳେ ନିଆଳି ଅଞ୍ଚଳରେ ମେଣ୍ଢାମଡ଼କ ଘଟଣା ମନରୁ ନଲିଭୁଣୁ ପୁଣି ମେଣ୍ଢା ମଡ଼କ ଦେଖାଦେଇଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ । ତେବେ ଗୋଟିଏ ରାତିରେ ୮ଟି ମେଣ୍ଢା ପ୍ରାଣ ହରାଇଥିବାବେଳେ ୧୯ଟି ମେଣ୍ଢା ଅବସ୍ଥା ଗୁରୁତର ରହିଛି । ତେବେ କେଉଁ କାରଣରୁ ମେଣ୍ଢାମାନଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁ…

Read More

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା #କଟକ ସଦର (ଏନ୍‌.ଏମ୍‌.): କଟକ ଜିଲ୍ଲା କିଶନନଗର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ଓ କର୍ମାଣି ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ୪୨ ମୌଜା, ପଟଣାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଲଆଇସି ଉନ୍ନୟନ ଅଧିକାରୀ ତଥା ସମାଜସେବୀ ପ୍ରଭଞ୍ଜନ ଦାସ ସ୍ଥାନୀୟ ଅଞ୍ଚଳର ଜ୍ଞାନୀ ବିଦ୍ୱାନି ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମ୍ବର୍ଦ୍ଧିତ…

Read More

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା #ବାରଙ୍ଗ(ଏନ୍‌.ଏମ୍‌.): ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଯୋଦ୍ଧା, ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ, ସର୍ବହରାର ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦ୍‌ଯାପନ ଉପଲକ୍ଷେ କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ହେବାକୁ ଥିବା ସର୍ବଭାରତୀୟ ବିଶାଳ ଜନସଭାକୁ ସଫଳ କରିବାକୁ ବାରଙ୍ଗ ଏସୟୁସିଆଇସି ପକ୍ଷରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାରଙ୍ଗ ମଙ୍ଗଳା ଛକ ଠାରୁ କାଳି…

Read More

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ #କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ସ୍ଥିତ ବରିଷ୍ଠ ନାଗରିକ ସଂସ୍ଥାନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ସିଡିଏ ସେକ୍ଟର-୮ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ଦେବପୂଜନ ପାଇଁ ଉପଲବ୍ଧ ଚାରା (ବେଲ, ଅଁଳା, ନିମ୍ବ) ରୋପଣ କରାଯାଇଥିଲା । ସଂସ୍ଥାନର ମହାସଚିବ ଉତ୍କଳ ଭୂଷଣ ରାଉତରାୟଙ୍କ ସଂଯୋଜନା ଓ ପରିଚାଳନାରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର…

Read More

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ #ଆଠଗଡ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲ ଓ ଆଠଗଡ ଅବକାରୀ ରେଞ୍ଜ ଉପ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାନପୁର ଥାନା ପାଇକ ବାରବାଟି ଛକରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଯାହାର ମୂଲ୍ୟ ପ୍ରାୟ…

Read More