ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା
ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କେଉଁଠି ଉଚ୍ଛତ୍ସିତ ସମ୍ବର୍ଦ୍ଧନା ତ ଆଉ କେଉଁଠି ତିରସ୍କାର #କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟ ପ୍ରଶାସନ କ୍ଷେତ୍ରରେ ମଙ୍ଗ ଧରିଥିବା ବିଶିଷ୍ଟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ-ଟି ସଚିବଙ୍କ କଟକଗସ୍ତ ଆରମ୍ଭ ହୋଇଛି । ରାଜ୍ୟର ବହୁ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରିଥିଲେ ଫାଇପ-ଟି ସଚିବ । ତେଣୁ ଏବେ…
