ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ
ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍.ଏମ୍.): ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍ ଘୋଷଣା କରାଯାଇଛି । ଏହି ନୂଆ ଟିମକୁ ନେଇ ବିଜେପି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରିଛି । ତେବେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଏହି ନୂଆ ଟିମକୁ ଘୋଷଣା କରିଛନ୍ତି । ଏହି ୩୮ଜଣିଆ ସର୍ବ ଭାରତୀୟ ଟିମରେ ୧୩ଜଣ ରାଷ୍ଟ୍ରୀୟ…
