ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ
ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ #କଟକ(ଏନ୍.ଏମ୍.): ସମ୍ପ୍ରତି ସାଇବର ଅପରାଧୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଥିବାବେଳେ ବହୁ ନାମୀ ଦାମୀ ଲୋକଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବହୁ ବରିଷ୍ଠ ଅଧିକାରୀମାନଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହୋଇ ଫଲୋର କିମ୍ବା ଫ୍ରେଣ୍ଡସମାନଙ୍କୁ ଟଙ୍କା ମଗାଯାଉଥିବାବେଳେ ଏବେ ହ୍ୟାକରମାନେ ସୋସିଆଲ ଆକାଉଣ୍ଟସକୁ ହ୍ୟାକ କରି ଅଶ୍ଳୀଳ ଭିଡିଓ ଲିଙ୍କ ଛାଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସଏମସି…
