ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି
ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି #ଆଠଗଡ଼(ଏନ୍.ଏମ୍.): ଝିମିଟି ଖେଳରୁ ମହାଭାରତ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଆଠଗଡ଼ ଅଞ୍ଚଳରେ । ଗଣେଶ ଭସାଣିକୁ ନେଇ ପ୍ରବଳ ଗଣ୍ଡଗୋଳ ହେବା ସହ ଏହି ଗଣ୍ଡଗୋଳରେ ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ଆଙ୍କୁଲା ଗ୍ରାମରେ ଭସାଣି ଯାତ୍ରା ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର…
