୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ
୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ #ରାୟଗଡ଼ା(ଏନ୍.ଏମ୍.): ୫ଲକ୍ଷ ଟଙ୍କା ଟଙ୍କା ପାଇଁ ୫ଟି ଟାଇମ ବୋମ ଖଞ୍ଜିଥିବା ନକଲି ନକ୍ସଲଙ୍କୁ ରାୟଗଡ଼ା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଫୋନରେ ଜଣେ ବ୍ୟବସାୟୀଙ୍କୁ ନକ୍ସଲ ନାଁରେ ୫ଲକ୍ଷ…











