ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା
ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳ ର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ‘ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ସ୍ଥାନୀୟ ଜଗତପୁର ଗୋଲେଇଛକ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ତୀର୍ଥାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ବିଶେଷ…
