ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି
ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍.ଏମ୍.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ…












