ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ
ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ ଭୁବନେଶ୍ୱର (ଏନ୍.ଏମ୍.): ଏଥର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ଯାତ୍ରା କରିବ । ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି…












