ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର
ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର #କେନ୍ଦ୍ରାପଡ଼ା (ଏନ୍.ଏମ୍.): ପାଟକୁରା ଥାନା ଅଧୀନ ନୂଆପଡା ବଜାରରେ ଆଜି ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।…












