ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ
ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ #କଟକ(ଏନ୍.ଏମ୍.): କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଅର୍ଥାତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ନିଜର ପ୍ରକୃତିକୁ ଛାଡ଼ି ପାରେ ନାହିଁ । ଏଭଳି ଏକ ଘଟଣା ଘଟିଛି ବାଦାମବାଡ଼ି ଥାନା ଅଞ୍ଚଳରେ । ଚୋରି କରିବା ଅପରାଧରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗକରିଥିବା ଜଣେ ଚୋର ଜାମିନରେ ଆସି ପୁଣି ଚୋରି କରି ବାଦାମବାଡ଼ି ପୁଲିସ ଦ୍ୱାରା ଗିରଫ…
