ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ ବାଲେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ଦେଶରେ ଏବେ ରେଳ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେଉଁଟି ବଗିରେ ନିଆଁ ଲାଗି ଯାଉଛି ତ ଆଉ କେଉଁଠି ଲାଇନଚ୍ୟୁତ । ଏସବୁ ସମସ୍ୟା ଯୋଗୁଁ ଏବେ ଯାତ୍ରୀମାନେ ରେଳଯାତ୍ରା କରିବାକୁ ଭୟ କରୁଛନ୍ତି । ତେବେ ଆଜି ପୁଣି ରେଳ ବିଭାଗର ଦାୟିତ୍ୱ ହୀନତା ପଦାରେ ପଡ଼ିଛି । ଗତ ଜୁନ୍ ୨ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା…
