ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ #କଟକ(ଏନ୍.ଏମ୍.): ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଡ୍ରିମସ୍ କଲେଜ ଛକଠାରେ ଚଢଉ କରାଯାଇ ଏକ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ବ୍ୟବହୃତ ମାରୁତି ଇକୋ କାର(ଓଆର-୦୪-ଏନ-୯୭୮୭) ସହିତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟେ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ଗୋବିନ୍ଦ ୟାଦବ(୨୮) ଓ ଗୁଡୁ…
