କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି

କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଅଞ୍ଚଳରେ ଏବେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇଛି । କେବଳ କେନ୍ଦ୍ରାପଡ଼ାରେ କାହିଁକି ଯାଜପୁର ଓ କଟକରେ ମଧ୍ୟ କୁମ୍ଭୀର ମାନେ ନଦୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି ନଦୀ ଓ କେନାଲରେ ମଧ୍ୟ କୁମ୍ଭୀର ବୁଲୁଥିବା ଫଟୋ ଭିଡିଓ ଭାଇରାଲ ହେଉଛି । ତେବେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେବା ଘଟଣା…

Read More

ସଂଯୋଗ ଟୁଡେର ଦ୍ୱିତୀୟ ବାର୍ଷିକୋତ୍ସବ ‘ସମ୍ପ୍ରତି ସାମାଜିକ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ଗଣମାଧ୍ୟମ ସଂଯୋଗ ଟୁଡେ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ସଂଯୋଗ ଉତ୍କର୍ଷ ସମ୍ମାନ-୨୦୨୩ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଦୁନିଆରେ ସାମାଜିକ ଗଣମାଧ୍ୟମ ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେବା ସହ ସଂଯୋଗ ଟୁଡେର କାର୍ଯ୍ୟ…

Read More

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ #କଟକ(ଏନ୍‌.ଏମ୍‌.): ମାରାତ୍ମକ କ୍ୟାନସନର ରୋଗରେ ଛଟପଟ ହେଉଥିବା ରୋଗୀଟି ପାଇଁ ଏବେ ଅର୍ଥ ସାଜିଛି ବାଧକ । ସରକାର ଦୁସ୍ଥ ରୋଗୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହାୟ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗୀ ଜଣକ ସୁଦୂର ଛତିଗଡ଼ ରାଜ୍ୟର ବିରଗାଁ, ବିନ୍ଦ୍ରାୱନଗଡ଼ ରାୟପୁରର ମଦନ ଦାସ(୪୩)ବୋଲି ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ପ୍ରତିଷ୍ଠାନର ୧୫ନମ୍ବର ୱାର୍ଡ଼ରେ ଚିକିତ୍ସିତ…

Read More

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

Read More

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ #କଟକ ସଦର(ଏନ୍‌.ଏମ୍‌.): ଗ୍ରାମର ବିକାଶ, ସମାଜର ବିକାଶ, ପ୍ରତିଭାର ବିକାଶର ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ ଥିଲେ ମା’ ନୀଳିମାରାଣୀ ସାମନ୍ତ । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟସବୁ ତାଙ୍କୁ ଚିର ଅମର କରି ରଖିବ ବୋଲି ଆଜି କଟକ ଜିଲ୍ଲା ସ୍ଥିତ ଆଦର୍ଶ ଗ୍ରାମ କଲରାବାଙ୍କରେ ଅନୁଷ୍ଠିତ ମା’ ନୀଳିମା ରାଣୀ ସମାଜସେବା ସମ୍ମାନ-୨୦୨୩ ପ୍ରଦାନ ସମାରୋହରେ ମତପ୍ରକାଶ ପାଇଛି । ମା’ ନୀଳିମାରାଣୀ ସାମନ୍ତଙ୍କ ୯୪ତମ ଜୟନ୍ତୀ…

Read More

ଏଆଇଏଲଏଜେର ସାଧାରଣ ସଭା

ଏଆଇଏଲଏଜେର ସାଧାରଣ ସଭା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ପାନ୍ଥନିବାସ ଠାରେ ଏଆଇଏଲଏଜେ (ଅଲ ଇଣ୍ଡିଆ ଲୟର୍ସ ଆସୋସିଏସନ ଫର ଜଷ୍ଟିସ) ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ସଭାପତି ମୈତ୍ରୀ କ୍ରିଷ୍ଣାୟାନ ଯୋଗଦେଇ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରିଥିଲେ । ଏହି ଅବସରରେ ‘ଓଡ଼ିଶା ସୁରକ୍ଷା ଆଇନ-୨୦୨୩’ ଡ୍ରାଫ୍ଟ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଏହି ବୈଠକରେ ସଂଯୋଜକ ବରିଷ୍ଠ ଆଇନଜୀବୀ ଗୁରୁପ୍ରସାଦ ମହାନ୍ତି, ଉପ ସଂଯୋଜକ…

Read More

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ବାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ ମଣିପୁରରେ କାର୍ଯ୍ୟରତ ଥିବା ସମୟରେ ଗତ ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ପାର୍ôଥବ ଶରୀର ପହଞ୍ଚିବା ଜନ୍ମମାଟିରେ ପରେ କନ୍ଦରପୁର ଠାରୁ ପାରାବିଲ୍‌, କମରପଦା ଦେଇ ଏକ ବିରାଟ…

Read More

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ ଜଗବନ୍ଧୁ ସାହାସିକତା ସମ୍ମାନ ପାଇଁ ପ୍ରସ୍ତୁତି ବୈଠକ

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ ଜଗବନ୍ଧୁ ସାହାସିକତା ସମ୍ମାନ ପାଇଁ ପ୍ରସ୍ତୁତି ବୈଠକ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର କାର୍ଯ୍ୟକାରିଣୀ ବୈଠକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବ ନିଯୁକ୍ତି ପ୍ରାପ୍ତ ଜିଲ୍ଲା ବୋର୍ଡର ସଭାପତିଙ୍କ ଅନୁପସ୍ଥିତିରେ ଉପସଭାପତି ଯୁଗଳ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବକ୍ସି ଜଗବନ୍ଧୁ ସାହାସିକତା ସମ୍ମାନ ୨୦୨୩ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ମାସରେ…

Read More

କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ ଉନ୍ନୟନ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ନିର୍ଦ୍ଦେଶ #କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବା ପାଇଁ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୩୦୦ କୋଟି ଟଙ୍କା ଅନୁଦାନରେ ଚାଲିଥିବା ଏହି କାର୍ଯ୍ୟ ଶେଷ କରିବାକୁ ଏକ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଷ୍ଟେସନର ପୂର୍ବ ଓ ପଶ୍ଚିମ ପାଶ୍ୱର୍ ପ୍ରବେଶ ପଥ ଉନ୍ନୟନ କାର୍ଯ୍ୟ ଏବେ ଚାଲିଛି ।…

Read More

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ #କଟକ(ଏନ୍‌.ଏମ୍‌.): ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ତଦନ୍ତରେ ଉତ୍କର୍ଷତା ପାଇଁ ଆଜି ‘କେନ୍ଦ୍ର ଗୃହ ମନ୍ତ୍ରୀ’ ପଦକ ଘୋଷଣା ହୋଇଛି । ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି । ସେହିପରି ଏହି…

Read More

ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ

ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ କେନ୍ଦୁଝର(ଏନ୍‌.ଏମ୍‌.): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଯାଇଛନ୍ତି । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଅଘଟଣ ଘଟିଛି । ସିଆରପିଏଫର ୬୦ ବାଟାଲିୟନର ଯବାନମାନେ କମ୍ବିଂ…

Read More

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ଆମୁଳଚୂଳ ପରିବର୍ତ୍ତନ । ଏଥର ହଟିବ ଆଇପିସି, ସିଆରପିସି ଆଇଇଏ ଆଇନ । ଭାରତୀୟ ଦଣ୍ଡବିଧି ଆଇନର ସ୍ୱରୂପ ବଦଳିବ । ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏ ସଂକ୍ରାନ୍ତୀୟ ବିଲ୍ ଆଗତ କରିଛନ୍ତି । ଶ୍ରୀ ଶାହ…

Read More