ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ସିଆଇଡି(କ୍ରାଇମବ୍ରାଞ୍ଚ) ପୁନଃତଦନ୍ତ କରିବ । ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା…

Read More

ଦୀପୁ, ଓମ୍ ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କୁ ଜେରା

ଦୀପୁ, ଓମ୍ ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କୁ ଜେରା #କଟକ(ଏନ୍‌.ଏମ୍‌.): ଦୀପୁ ଓ ଓମ୍ ହତ୍ୟା ମାମଲାରେ ଆଜି ଧଳସାମନ୍ତ ଭ୍ରାତା କଟକ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ହାଜର ହୋଇଥିଲେ । ମାମଲାର ତଦନ୍ତକାରୀ ଅଧିକାରୀ ଅଜୟ ଦାସ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତାଙ୍କୁ ଜେରା ଅଧା ରହିଥିବାବେଳେ ଆସନ୍ତା ଜୁଲାଇ ୨୪ର ତାରିଖରେ ମାମଲଶର ପରବର୍ତୀ ଶୁଣାଣି ହେବ । ସୂଚନାଥାଉକି ଗତ ୨୦୧୩ ନଭେମ୍ବର ୧୨ ତାରିଖରେ ଧଳସାମନ୍ତ…

Read More

ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ

ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ #ଭୁବନେଶ୍ୱର/ନବରଙ୍ଗପୁର(ଏନ୍‌.ଏମ୍‌.): କୋଟି ପତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଭିଜିଲାନ୍ସ ଜାଲରେ । କୋଟି କୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୯ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ତେବେ ଚଢ଼ାଉବେଳେ ଯେଉଁ ସମ୍ପତ୍ତି ଜବତ ହୋଇଛି ତାହା ଶୁଣିଲେ ଆଖି ଖୋସି ହୋଇ ଯିବ । ଏହି…

Read More

ବାରମ୍ବାର ଗାଈ-ଗୋରୁ ଚୋରି ପ୍ରତିବାଦରେ ଡିସିପିଙ୍କୁ ସ୍ମାରକପତ୍ର

ବାରମ୍ବାର ଗାଈ-ଗୋରୁ ଚୋରି ପ୍ରତିବାଦରେ ଡିସିପିଙ୍କୁ ସ୍ମାରକପତ୍ର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ବାରମ୍ବାର ଗାଈ-ଗୋରୁ ଚୋରି ହେବା ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଏହି ଅଞ୍ଚଳରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହୋଇଛି । ଗୋରୁ ମାଫିଆମାନେ ଗୋରୁ ରହୁଥିବା ବିଭିନ୍ନ ଜାଗାକୁ ପୂର୍ବରୁ ଟାର୍ଗେଟ କରି ରାତ୍ରୀରେ ଚୋରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ…

Read More

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ କୋରାପୁଟ (ଏନ୍‌.ଏମ୍‌.): ରୋଜଗାର ପାଇବା ପାଇ ନକଲି ଟିଟିଇ( ଟ୍ରାଭଲିଂ ଟିକେଟ ଏଗ୍‌ଜାମିନର) କାର୍ଯ୍ୟ କରୁଥିବା ଜଣେ ବେକାର ଯୁବକକୁ ଗିରଫ କରିଛି ରେଳବାଇ ପୁଲିସ । ସୂଚନା ଅନୁଯାୟୀ କୋରାପୁଟ ଅଞ୍ଚଳରେ ଛତିଶଗଡ଼ କୋୟାପାଲି ଗ୍ରାମର ବୁଦୁରୀ ନାଗ ନାମକ ଜଣେ ଯୁବକ ନିୟମିତ ଟିକେଟ ଯାଞ୍ଚ କରୁଥିବାବେଳେ ଆଜି ଆରପିଏଫ ହାତରେ ଧରା ପଡ଼ିଥିଲା । ତେବେ ରେଳବାଇ ପୁଲିସର ଘନଘନ ଜେରା…

Read More

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଢେଙ୍କାନାଳ(ଏନ୍‌.ଏମ୍‌.): ପୁଣି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଉପରୁ ଗୁଳିମାଡ଼ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣାର ତଦନ୍ତ ଶେଷ ହୋଇନଥିବାବେଳେ ପୁନର୍ବାର ଢେଙ୍କାନାଳରେ ଫୁଟିଲା ଗୁଳି । ସେ ପୁଣି ଜଣେ ବିଜେଡି ନେତା । ତେବେ ବିଜେଡି ନେତାମାନଙ୍କ ଉପରୁ ଗୁଳି ଚଳାଇବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି । ତେବେ ବିଜେଡି ନେତାମାନେ କାହିଁକି ଟାର୍ଗେଟକୁ ଆସୁଛନ୍ତି ସେ…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ #କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଡ୍ରିମସ୍ କଲେଜ ଛକଠାରେ ଚଢଉ କରାଯାଇ ଏକ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ବ୍ୟବହୃତ ମାରୁତି ଇକୋ କାର(ଓଆର-୦୪-ଏନ-୯୭୮୭) ସହିତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟେ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ଗୋବିନ୍ଦ ୟାଦବ(୨୮) ଓ ଗୁଡୁ…

Read More

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ ୩ ବନ୍ଧୁକ, ୧୨ ଗୁଳି, ମୋବାଇଲ ଓ ସ୍କୁଟି ଜବତ #କଟକ(ଏନ୍‌.ଏମ୍‌.): ଚୋରାବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ଜଗତପୁର ପୁଲିସକୁ ଏକ ବଡ ସଫଳତା ମିଳିଛି । ଏହି କାରବାରରେ ସଂଶ୍ଳିଷ୍ଟ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ବିଜୟ ନାୟକ(୪୭)…

Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ #କଟକ(ଏନ୍‌.ଏମ୍‌.): ସରକାରୀ ଚାକିରୀ କରି ନିର୍ଦ୍ଦିଷ୍ଟ ପରିମାଣର ବେତନ ପାଇବା ସତ୍ତ୍ୱେ ଲକ୍ଷ ଲକ୍ଷ ଟଙ୍କା ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ…

Read More

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ ଜଗତପୁର ଥାନାରୁ ମହିଳା ଥାନାକୁ ଅଭିଯୋଗ ସ୍ଥାନାନ୍ତର #କଟକ(ଏନ୍‌.ଏମ୍‌.): ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ପୀଡି଼ତାଙ୍କୁ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି…

Read More

ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା

ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ସାଇବର କ୍ରାଇମ ବଢ଼ିବଢ଼ି ଚାଲିଥିବାବେଳେ ଏହାର ମୁଖ୍ୟ ଅଂଶ ହେଉଛି ବେଆଇନ ଆକ୍ଟିଭେଟ ସିମ । ଏହାକୁ ବ୍ୟବହାର କରି ଅପରାଧୀମାନେ ଆଖିପିଛୁଳାକେ ଲକ୍ଷାଧିକ ଟଙ୍କା ହଡ଼ପ କରିବାରେ ସକ୍ଷମ ହେଉଛନ୍ତି । ଏହି ସିମଗୁଡ଼ିକ ବିଶେଷକରି ପୁରୀରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଥିବାବେଳେ ଏମାନଙ୍କ ଧରିବା କ୍ଷେତ୍ରରେ କଟକ ସାଇବର ଥାନା ପୁଲିସକୁ ବଡ ସଫଳତା…

Read More

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ #କଟକ (ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର…

Read More