ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !
ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ ! ପୁରୀ(ଏନ୍.ଏମ୍.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…












