ବିଭିନ୍ନ ଦାବି ନେଇ ଆଗକୁ ବଢ଼ିଲା ଓଡ଼ିଶା ରାଜ୍ୟ ପାଇକ ଆଖଡା ମହାସଂଘ: ଡାକରା ଦେଲା ଦିଲ୍ଲୀଚଲୋ
ବିଭିନ୍ନ ଦାବି ନେଇ ଆଗକୁ ବଢ଼ିଲା ଓଡ଼ିଶା ରାଜ୍ୟ ପାଇକ ଆଖଡା ମହାସଂଘ: ଡାକରା ଦେଲା ଦିଲ୍ଲୀଚଲୋ #ଖୋର୍ଦ୍ଧା (ଏନ୍.ଏମ୍.): ରାଜ୍ୟରେ ପାଇକ ମାନଙ୍କ ପ୍ରତି ସରକାର ଓ ପ୍ରଶାସନ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି । ଏଥି ସହିତ ଐତିହାସିକ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ସହ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଏବଂ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ଓଡ଼ିଶା ରାଜ୍ୟ ପାଇକ…
