ପରଲୋକରେ ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ ରମେଶ ଚନ୍ଦ୍ର ସାମଲ
ପରଲୋକରେ ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ ରମେଶ ଚନ୍ଦ୍ର ସାମଲ #ଭୁବନେଶ୍ୱର (ଏନ୍.ଏମ୍.): ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ(ଆଇ.ପି.ଓ) ରମେଶ ଚନ୍ଦ୍ର ସାମଲଙ୍କ ଗତ ଜୁନ୍ ୨୬ ତାରିଖରେ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାମଲ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡିଶା ଅଧିନରେ ୧୯୮୦ ମସିହାରେ ସରକାରୀ ଚାକିରୀରେ ଯୋଗଦାନ କରି ୨୦୧୦ମସିହାରେ ଅବସର ଗ୍ରହଣ କରିଥିଲେ । ସେ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ବ୍ଲକରେ ଆଇ.ପି.ଓ ଭାବରେ ନିଷ୍ଠାର…
