ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ
ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ #କଟକ(ଏନ୍.ଏମ୍.): ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଭଦ୍ରକ ବିଧାୟକ ସ୍ୱର୍ଗତ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସିଏମସି ୫୮ନମ୍ବର ୱାର୍ଡ଼ ଓ ୫୯ ନମ୍ବର ୱାର୍ଡ଼ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦାନ ପରିଡ଼ା, ମମତା ମହାନ୍ତି, ସ୍ୱାଧୀନଚେତା ମହାନ୍ତି, ବିଚିତ୍ରାନନ୍ଦ ଦଳେଇ, ପ୍ରତାପ ନଗରୀ ସମ୍ପାଦକ ପ୍ରମୋଦ କୁମାର ବେହେରା, ପାର୍ଥସାରଥୀ ସାହୁ, ସୁହାନା…
