ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର : ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା

ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା #ଆଠଗଡ଼(ଏନ୍‌.ଏମ୍‌.): ପୁଅଟିଏ ହେବ, ପାଠ ପଢ଼ିବ ଭଲ ମଣିଷ ହେବ । ଆଉ ବୁଢ଼ାକାଳେ ଆଶା ବାଡ଼ି ଭଳି ସାହାରା ହେବ । ମଲାବେଳେ କାନ୍ଧରେ ନେବ ଆଉ ପିଣ୍ଡପାଣି ଦେବ । ଏହି ଆଶା ନେଇ ବାପମା’ କେତେ ଦିଅଁ ଦେବତା ପୂଜା କରନ୍ତି । ଆଉ ପୁଅଟିଏ ଜନ୍ମ ହେବା ପରେ କେତେ…

Read More

ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା

ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା #କଟକ(ଏନ୍‌.ଏମ୍‌.): ତାନ୍ତ୍ରିକ ମୌଲାନା କୈଫ ଖାଁ ଗତକାଲି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବେଳେ ତା ବିରୋଧରେ ଆଜି ପୁଣି ଆଉ ଅଭିଯୋଗ ଥାନାରେ ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ…

Read More

ବେଆଇନ କାଠ କୋଇଲା ଜବତ

ବେଆଇନ କାଠ କୋଇଲା ଜବତ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ଜଙ୍ଗଲରେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ବନ କର୍ମଚାରୀ ମାନେ ୬ ବସ୍ତା ପ୍ରାୟ ୧୫୦କିଗ୍ରା କାଠ କୋଇଲା ଜବତ କରିଛନ୍ତି । ବନପାଳ ଲମ୍ବୋଦର ନାୟକ ଓ ବନରକ୍ଷୀ ରୂପାଲି ପୃଷ୍ଟି ନିୟମିତ ପେଟ୍ରୋଲିଂରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖାଯାଇଥିବା କାଠ କୋଇଲା ଗୁଡ଼ିକ ଜବତ କରିଥିଲେ । ତେବେ ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ବନାଞ୍ଚଳ କେସ…

Read More

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଜ୍ଞାନ ଯେତେ ଅଗ୍ରଗତି କରୁଛ ଜନସାଧାରଣଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ସେତେ ଜୋର ଧରୁଛି । ଫଳରେ ବହୁ ଲୁଟେରା ବାବା ରୂପରେ ବାକ୍‌ଚାତୁରୀ ବ୍ୟବହାର କରି ଲୁଟପାଟ କରୁଥିବା ଦେଖିବାକୁ ମିଳିଛି । ତେବେ କଟକ ଭଳି ଏକ ଉନ୍ନତ ସହରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ଲୁଟର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ବାବା…

Read More

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ #ବଡ଼ମ୍ବା(ଏନ୍‌.ଏମ୍‌.): ରାଜ୍ୟସରକାର ୫ଟି ମାଧ୍ୟମରେ ଜନହିତକର କାର୍ଯ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ସରକାରୀ ଯୋଜନା ଦିଗହରା ହେଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଲାଞ୍ଚ ଭଳି ବେଆଇନ ରୋଜଗାର ପଛରେ ପଡ଼ିଛନ୍ତି ବହୁ ଅଧିକାରୀ । ରାତାରାତି କୋଟିପତି ପାଲଟିଯିବା ନିଶାରେ ବହୁ ଅନିୟମିତତା କରିବାକୁ ପଛାଉ ନାହାନ୍ତି ଏହି ଅସାଧୁ ଅଧିକାରୀ…

Read More

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ #କଟକ(ଏନ୍‌.ଏମ୍‌.): ନ୍ୟୁଡ କଲ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଆଜି କମିଶନରେଟ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନ ଭରତପୁରରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ନ୍ୟୁଡ୍…

Read More

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ #କଟକ(ଏନ୍‌.ଏମ୍‌.): ଗୋଟିଏ ଟାଟା ଏସିରେ କିଛି ପାଇପ ଲୋଡ଼ ହୋଇ ଆସୁଥିବାବେଳେ ହଠାତ ପାଇପଗୁଡ଼ିକ ଗାଡ଼ିରୁ ଖସି ପଡ଼ିବା ଯୋଗୁଁ ଆସନ୍ନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବାଇକ ଓ ଅଟୋ ଆରୋହୀ । ରାସ୍ତାଉପରେ ପାଇପଗୁଡ଼ିକୁ ବିଛୁଡ଼ି ପଡ଼ିଥିବାବେଳେ ସେହିବାଟ ଦେଇ ଯାଉଥିବା ଅଟୋ ଓ ବାଇକ ଆରୋହୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ…

Read More

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କୟଳପଡ଼ା ନିକଟ ବର୍ତ୍ତୀ ମହାନଦୀରେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବାର ଦେଖିବକୁ ମିଳିଛି । ତେବେ ଏହି ଶବଟିକୁ ନେଇ ଅଞ୍ଚଳରେ ବହୁ କଳ୍ପନା ଜଳ୍ପନା ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଖବର ଅନୁଯାଇ ଟିପିଏମ ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତକଙ୍କ ପରିଚୟ…

Read More

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ବଲାଙ୍ଗୀର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ଦିଆଯିବା ନିଶ୍ଚିତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ଜଣାପଡ଼ିଛି…

Read More

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା #ଆଠଗଡ଼(ଏନ୍‌.ଏମ୍‌.): ସଭ୍ୟତା ଯେତିକି ଆଗକୁ ଆଗକୁ ବଢ଼ୁଛି ଜନସାଧାରଣଙ୍କ ଚିନ୍ତାଧାରା ସେତିକି ନିମ୍ନାଭିମୁଖୀ ହେଉଛି । ଅବଶ୍ୟ ଏକଥା କହିବା ବେଳକୁ ନିଜକୁ ମଧ୍ୟ ସଂକୋଚ ଲାଗୁଛି । ଆଜିର ସମାଜରେ ଜନସାଧାରଣଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଯଥେଷ୍ଟ ସଚେତନତା କରାଯିବା ସହ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଶାସନ ଠାରୁ ନ୍ୟାୟପାଳିକା ପର୍ଯ୍ୟନ୍ତ ଅଛନ୍ତି । ଯେଉଁଠି…

Read More

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା #ଆଠଗଡ଼(ଏନ୍‌.ଏମ୍‌.): ସଭ୍ୟତା ଯେତିକି ଆଗକୁ ଆଗକୁ ବଢ଼ୁଛି ଜନସାଧାରଣଙ୍କ ଚିନ୍ତାଧାରା ସେତିକି ନିମ୍ନାଭିମୁଖୀ ହେଉଛି । ଅବଶ୍ୟ ଏକଥା କହିବା ବେଳକୁ ନିଜକୁ ମଧ୍ୟ ସଂକୋଚ ଲାଗୁଛି । ଆଜିର ସମାଜରେ ଜନସାଧାରଣଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଯଥେଷ୍ଟ ସଚେତନତା କରାଯିବା ସହ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଶାସନ ଠାରୁ ନ୍ୟାୟପାଳିକା ପର୍ଯ୍ୟନ୍ତ ଅଛନ୍ତି । ଯେଉଁଠି…

Read More

କପ୍ତିପଦା ବନଖଣ୍ଡରେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ପରିବେଶବିତ୍‌: ନିରବଦ୍ରଷ୍ଟା ବନ ବିଭାଗ !

କପ୍ତିପଦା ବନଖଣ୍ଡରେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ପରିବେଶବିତ୍‌: ନିରବଦ୍ରଷ୍ଟା ବନ ବିଭାଗ ! #ରାଇରଙ୍ଗପୁର (ଏନ୍‌.ଏମ୍‌.): ଜଙ୍ଗଲ ଅବକ୍ଷୟ ଦୃତ ଗତିରେ ବୃଦ୍ଧି ପାଇଛି । କିଛି ଦିନ ତଳେ ଜଙ୍ଗଲମାନଙ୍କରେ ହୁତୁ ହୁତୁ ନିଆଁରେ ଉଜୁଡି ପଡ଼ିଥିଲା ଶିମିଳିପାଳ ଅଭୟାରଣ୍ୟ । ସାରା ବିଶ୍ୱର ସମସ୍ତ ପରିବେଶବିତ୍‌, ସରକାର, ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଥିଲା । ତା’ପରେ ନିଆଁର ପ୍ରକୋପ ସହି ନପାରି ଜୀବଜନ୍ତୁ ପ୍ରାଣ ବିକଳରେ ଜନବସତି ମୁହାଁ ହୋଇ ରାସ୍ତାଘାଟରେ ଅସାମାଜିକ ଲୋକ,…

Read More