ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ!

ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ! #କଟକ(ଏନ୍‌.ଏମ୍‌.): କଟକ ବଡ଼ ମେଡ଼ିକାଲ(ଏସସିବି)ରେ ଜଣେ ମହିଳା ସୁଇପରଙ୍କୁ ସମ୍ପୃକ୍ତ ବିଭାଗର ସୁପରଭାଇଜର ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି । କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ସୁପରଭାଇଜର ଜଣକ ମେଡିକାଲ ଏସଆର ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ବଳାତ୍କାର କରିଥିବା ନେଇ ପୀଡ଼ିତା ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ସୁପରଭାଇଜର ଜଣକ…

Read More

ନାବାଳିକା ବଳତ୍କାର ମାମଲା: ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା: ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ #କଟକ(ଏନ୍‌.ଏମ୍‌.): ଓଲଟପୁର ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ଆସାମୀ ରାକେଶ କୁମାର ରାଉତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧୦ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

Read More

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା ଆଜି କଟକ ଜିଲ୍ଲା କୋର୍ଟରେ ବିଚାର ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍ । ତଥ୍ୟ…

Read More

ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ

ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ #କଟକ ସଦର (ଏନ୍‌.ଏମ୍‌.): ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ । ଏଭଳି ଘଟଣା ଦେଖିବାକୁ ମିଳିଛି କିଶୋର ନଗର ଥାନା ଅଧିନସ୍ଥ କଟକ ପାରାଦ୍ୱୀପ ରାଜ୍ୟ ରାଜପଥର ସ୍ଥାନୀୟ ଗଡ଼ମା ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ । ସ୍ଥାନୀୟ ବିଶ୍ୱନାଥ ମାର୍କେଟ କମ୍ପେ୍ଲକ୍ସରେ ଆକ୍ସିସ ଏଟିଏମ୍‌କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।…

Read More

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ ନୂଆଦିଲ୍ଲୀ(ଏଜେନ୍ସି): ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ଟିମ୍ କରିବ । ଏନଆଇଏ ଟିମ୍ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି । ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ…

Read More

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି ଭବାନୀପାଟଣା(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା । ଆଉ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଗୁଳିର ଜବାବ ଦେଇ ପୁଲିସ ମଧ୍ୟ ଚଳାଇଥିଲା ଗୁଳି । ଏଥିରେ ୩…

Read More

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୌନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା…

Read More

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ ଶ୍ରୀନଗର(ଏଜେନ୍ସି): ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ସେନାର ଅଭିଯାନ…

Read More

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି #ଜଗତସିଂହପୁର (ଏନ୍‌.ଏମ୍‌.): ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । କେଉଁଠି ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଚୋରି ରହାଜାନୀ, ଛିନତାଇ, ଦାଦାବଟି ଆଦାୟ ଭଳି ଅନେକ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇଛି । ସମ୍ପ୍ରତି ଅପରାଧିକ କାର୍ଯ୍ୟ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ସାଧାରଣ ଜନତା ଘରେ ମଧ୍ୟ ସୁରକ୍ଷିତ ନଥିବା ଅଭିଯୋଗ ଆଣିଛନ୍ତି ।…

Read More

ଆଠଗଡ଼ରେ ବେଆଇନ ୭ହଜାର ୫ଶହ ଲିଟରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ

ଆଠଗଡ଼ରେ ବେଆଇନ ୭ହଜାର ୫ଶହ ଲିଟରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ #ଆଠଗଡ଼(ଏନ୍‌.ଏମ୍‌.): ବେଆଇନ ଦେଶୀ ରନ୍ଧା ମଦର ରାଜଧାନୀ ପାଲଟିଛି ଆଠଗଡ । ଅବକାରୀ ବିଭାଗ ଯେତେଥର ଚଢ଼ାଉ କରିଛି ସେତେଥର ବିପୁଳ ପରିମାଣର ମଦ ଜବତ କରିଛି । ତଥାପି ଏହି ଅଞ୍ଚଳରୁ ବେଆଇନ ରନ୍ଧା ମଦ ତିଆରି ବନ୍ଦ ହୋଇ ପାରୁନି । ଆଜି ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ…

Read More

ଚୌଦ୍ୱାର ଅଞ୍ଚଳର ବେହେରା ଗ୍ଲାସ ହାଉସରେ ଜିଏସଟି ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଲାପଟପ ଜବତ

ଚୌଦ୍ୱାର ଅଞ୍ଚଳର ବେହେରା ଗ୍ଲାସ ହାଉସରେ ଜିଏସଟି ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଲାପଟପ ଜବତ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଆଜି ସିଟିଆଣ୍ଡ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଏକ ୨୦ଜଣିଆ ଟିମ ସାମିଲ ହେବା ସହ ୩ଟି ଗୋଦାମ ଓ ଦୋକାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଲାପଟପ ଜବତ ହୋଇଛି । ସୂଚନା…

Read More

ବେଳାମାର୍ଗରୁ ଷ୍ଟ୍ରିଟ୍ ଲାଇଟ ଚୋରି: ଚିଙ୍ଗୁଡ଼ି ଘେରି ଉପରେ ପୁଲିସର ଚଢଉ, ୩ ଅଟକ, ୩ ଫେରାର୍‌

ବେଳାମାର୍ଗରୁ ଷ୍ଟ୍ରିଟ୍ ଲାଇଟ ଚୋରି: ଚିଙ୍ଗୁଡ଼ି ଘେରି ଉପରେ ପୁଲିସର ଚଢଉ, ୩ ଅଟକ, ୩ ଫେରାର୍‌ #କୋଣାର୍କ(ଏନ୍‍.ଏମ୍‍.): କୋଣାର୍କ -ପୁରୀ ବେଳାମାର୍ଗର ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମଧ୍ୟରେ ଥିବା ୫୦ଟି ଷ୍ଟ୍ରିଟ୍ ଲାଇଟ୍ ଚୋରି ଘଟଣାର ତଦନ୍ତକରି କୋଣାର୍କ ପୁଲିସ ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଙ୍ଗୋର ମୌଜାର କୁଶଭଦ୍ରା ନଦୀ ପଠାରେ ଥିବା କେତେକ ଚିଙ୍ଗୁଡ଼ି ଘେରି ଉପରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଘଟଣାସ୍ଥଳରୁ ୫ଟି ଷ୍ଟ୍ରିଟ୍ ଲାଇଟ୍ ଜବତ କରିବା ସହିତ…

Read More