ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ
ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ #ଭଦ୍ରକ(ଏନ୍.ଏମ୍.): ରାଜ୍ୟରେ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଓ ସମୟସୀମା ଆଦିକୁ ନେଇ ଫାଇପ-ଟି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି । ଫଳରେ ରାଜ୍ୟର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚାଇବା ସହ ସ୍ୱଚ୍ଛ ଶାସନ ପାଇଁ ରାଜ୍ୟସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର କିଛି ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ତଥା ଅହଙ୍କାର…
