ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ
ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ #କୋଣାର୍କ(ଏନ୍.ଏମ୍.): ମାଧିପୁର ମୌଜାରେ ଏକ ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ପାଢ଼ୀସାହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି କୋର୍ଟ । ଗ୍ରାମବାସୀ ମାନେ ବିଭିନ୍ନ ସମୟରେ କୋର୍ଟର ଆଶ୍ରୟ ନେଇଥିବାବେଳେ ଚଞ୍ଚକତା ପୂର୍ବକ କୋର୍ଟ ନାମରେ ଜମି ପଟ୍ଟା ଯୋଗାଇ ଦିଆଯାଇଛି । ଯାହାକି ପୂର୍ବରୁ ଏହି ଜମିଟି…
