ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ
ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ #କଟକ(ଏନ୍.ଏମ୍.): ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ସିଲଭର ଲାଇନିଂ ଆପାର୍ଟମେଣ୍ଟ ପାଇଁ ଘର କିଣିଥିବା ଗ୍ରାହକମାନେ ସଂସ୍ଥା ଦ୍ୱାରା ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଉକ୍ତ ସଂସ୍ଥା ବ୍ରୋଚର ମାଧ୍ୟମରେ ଗ୍ରାହକମାନଙ୍କ ନିମନ୍ତେ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ ସେତେକ ମଧ୍ୟ ଯୋଗାଇଦେଲେ ନାହିଁ । ଫଳରେ ସଂସ୍ଥା କର୍ତ୍ତୃପକ୍ଷ…
