ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର
ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର “ମରୁନଦୀର ତୃଷ୍ଣା’ ଓ “ଜୀବନର ସ୍ୱରଲିପି’ପୁସ୍ତକ ଉନ୍ମଚିତ #କୋଣାର୍କ(ଏନ୍.ଏମ୍.): ଅଖିଳ ଭାରତୀୟ କବୟିତ୍ରୀ ସମ୍ମେଳନ, ଓଡ଼ିଶା ପକ୍ଷରୁ ଏକ ଆଲୋଚନାଚକ୍ର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏଆଇପିସି ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ “ବୈଦିକ ଯୁଗରେ ନାରୀ’ର ବିଷୟବସ୍ତୁକୁ ନେଇ ସାହିତ୍ୟ ସାଧକ ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । କବୟତ୍ରୀ ଶୈଳବାଳା ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ…
