Nishkarsha

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ରେ ବାମନଘାଟି ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ରେ ବାମନଘାଟି ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ #ରାଇରଙ୍ଗପୁର(ଏନ୍‌.ଏମ୍‌.): ବାମନଘାଟୀ ଉପଖଣ୍ଡକୁ ସ୍ୱତନ୍ତ୍ର ଏବଂ ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡକୁ ସଂପୁର୍ଣ୍ଣ ଭାବେ…

Read More

ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା

ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ବସ ଷ୍ଟାଣ୍ଡ ନିକଟସ୍ଥ ଛଉପଡିଆ ଠାରେ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ତ୍ରିଦୀବସୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସ ଯୋଗଦେଇ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟରେ ବାମନଘାଟୀ ଉପଖଣ୍ଡରେ ଥିବା ଛଉ ଅନୁଷ୍ଠାନ, ନୃତ୍ୟ ଗୁରୁ ଓ କଳାକାରଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ…

Read More

ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ

ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ #ପୁରୀ(ଏନ୍‌.ଏମ୍‌.): ଜଗନ୍ନାଥ ସଂସ୍କୃତି ଏକ ବିଚିତ୍ର ସଂସ୍କୃତି । ଏଥିରେ ଭରି ରହିଛି ମାନବୀୟ ସଭ୍ୟତାର ସମସ୍ତ ନିଦର୍ଶନ । ପ୍ରଭୁ ଜଗନ୍ନାଥଙ୍କ ବିଚିତ୍ର ଲୀଳାକୁ ବଡ଼ ବଡ଼ ଜ୍ଞାନିଗୁଣୀ ମଧ୍ୟ ବୁଝିବା କଷ୍ଟ ସାଧ୍ୟ । ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଲୀଳା ମଧ୍ୟରୁ ଦୟଣା ଚୋରି ନୀତି ମଧ୍ୟ ଏକ ସ୍ୱତନ୍ତ୍ର ।…

Read More

ଷ୍ଟୁଆର୍ଟ ସ୍କୁଲରେ ବିଶାଳ ରକ୍ତଦାନ ଶିବିର ଏପ୍ରିଲ ୬ରେ

ଷ୍ଟୁଆର୍ଟ ସ୍କୁଲରେ ବିଶାଳ ରକ୍ତଦାନ ଶିବିର ଏପ୍ରିଲ ୬ରେ #କଟକ(ଏନ୍‌.ଏମ୍‌.): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଷ୍ଟୁଆର୍ଟ ସ୍କୁଲ କଟକର ଏନ.ସି.ସି. ବିଭାଗ ତରଫରୁ ଆସନ୍ତା ଏପ୍ରିଲ ୬ ତାରିଖ ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଉତ୍ତମ ଭାବେ ପରିଚାଳନା ନିମନ୍ତେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ଏଫ୍‌. ସି. ନର୍ଥ, ସଂଯୋଜିକା ଡି. ମାର୍ଟିନା, ଏନ. ସି. ସି. ଅଫିସର ସୌମ୍ୟ…

Read More

ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ

ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ #କଟକ(ଏନ୍‌.ଏମ୍‌.): ବିଲଡରଙ୍କୁ ଆଶ୍ୱସ୍ତି । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଯଦି ବି ବର୍ଦ୍ଧିତ ହାରରେ ଫି’ ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର…

Read More

ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ ‘ନୂତନ ଜଗତ ପ୍ରତିଷ୍ଠା ପାଇଁ ବ୍ୟକ୍ତିଗତ ପ୍ରୟାସ ଆବଶ୍ୟକ’ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମାତୃଭବନଠାରେ ୫୨ତମ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୂତନ ‘ଜଗତକୁ ସ୍ୱାଗତ’ ଶୀର୍ଷକ ଆଲୋଚନାରେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ବିଶିଷ୍ଠ ସାଧକ ଆଲୋକ ପାଣ୍ଡେ ବକ୍ତା ଭାବେ ଯୋଗଦେଇ କେବଳ ମଣିଷ ଭିତରେ ଇଶ୍ୱର ନାହାନ୍ତି, ସୃଷ୍ଟିର ପ୍ରତିକଣିକାରେ ଇଶ୍ୱରଙ୍କ ସ୍ଥିତି ରହିଛି ବୋଲି…

Read More

ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ

ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଶବ୍ଦ ହେଉଛି ବ୍ରହ୍ମ । ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା । ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ ‘ମାଉଁ ୱାଲର୍ଡ ଅଫ୍ ୱାର୍ଡସ୍‌’ର ସଂସ୍କୃତ…

Read More

ନାଳିଆ ନଦୀରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ନାଳିଆ ନଦୀରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ #ଭଦ୍ରକ(ଏନ୍‌.ଏମ୍‌.): ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ୩ଛାତ୍ରଙ୍କ ସଲିଳ ସମାଧି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ସ୍ଥାନୀୟ ଲାଙ୍ଗୁଡ଼ି ଅଞ୍ଚଳର ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନଙ୍କ ମଧ୍ୟରେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା ରହିଥିବା ଜଣାପଡ଼ିଛି…

Read More

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୧୯୪୮ ମସିହା…

Read More

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ହେଲେ ପାଣି ଜମି ରହୁଛି । ଏପରିକି ଅଦିନିଆ ଲଗାଣ ବର୍ଷାର ପ୍ରଭାବରେ କ୍ରୀଡାଙ୍ଗନ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ କ୍ରୀଡାବିତ୍ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷତମାମ ମଧୁବନ ମିନଷ୍ଟାଡିୟମ ପରିସରରେ କ୍ରୀଡା ପ୍ରତିଯୋଗୀତା ଠାରୁ ଆରମ୍ଭକରି ମେଳା, ମହୋତ୍ସବ, ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ…

Read More

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ #କଟକ(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ମ୍ୟାଚରୁ ହଦ୍ୟାକାଣ୍ଡ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ଗତକାଲି କ୍ରିକେଟ ମ୍ୟାଚ୍‌ବେଳେ ଏହି ହତ୍ୟା କାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଚୌଦ୍ୱାର ଥାନା…

Read More

ଯୁବ ଆଇନଜୀବୀଙ୍କ ସମସ୍ୟା ନେଇ ରାଜ୍ୟପାଳକୁ ୫ଦଫା ସ୍ମାରକପତ୍ର ପ୍ରଦାନ: ଷ୍ଟାଇପେଣ୍ଡ ଦାବି

ଯୁବ ଆଇନଜୀବୀଙ୍କ ସମସ୍ୟା ନେଇ ରାଜ୍ୟପାଳକୁ ୫ଦଫା ସ୍ମାରକପତ୍ର ପ୍ରଦାନ: ଷ୍ଟାଇପେଣ୍ଡ ଦାବି #କଟକ(ଏନ.ଏମ.): ଯୁବ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ୫ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ଯୁବ ଆଇନଜୀବୀ ନାନାଦି ସମସ୍ୟା ଭୋଗ କରୁଛନ୍ତି ହେଲେ ଏଥି ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି, ଯାହାର ଆଶୁ ସମାଧାନ ପାଇଁ ରାଜ୍ୟପଳ ପ୍ରତିଶୃତି…

Read More