ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ
ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବେଆଇନ ମଦ ରନ୍ଧା ଚାଲିଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ୧୮ ହଜାର ୯୦୦ ଶହ ଲିଟର ଗୁଡ଼ପୋଚ ସହିତ ୩ ହଜାର ୫ ଶହ ୭୦ ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଠଗଡ଼ର…
