Nishkarsha

ବିଡାନାସୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ବାବା ସାଜି ଆତ୍ମଗୋପନ କରିଥିଲା ହତ୍ୟାକାରୀ

ବିଡାନାସୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ବାବା ସାଜି ଆତ୍ମଗୋପନ କରିଥିଲା ହତ୍ୟାକାରୀ #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଡିବଦର୍ସ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ଫେରାର ଅଭିଯୁକ୍ତ ଦୀପକ ମଲ୍ଲିକ (୪୦)କୁ ଅଢେଇ ବର୍ଷ ପରେ କମିଶନ୍‌ରେଟ୍ ପୁଲିସ ଧରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଚଳାଇ ରଖିଥିବା ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲି ଅଞ୍ଚଳରୁ ତାକୁ ଗତକାଲି ଗିରଫ କରିଥିବା ଡିସିପି…

Read More

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ #କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ ସ୍ଥାନୀୟ ଛତ୍ରବଜାର ଶ୍ରୀ ଶ୍ରୀ ଗଣେଶଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ ଓ ଗ୍ରହଣ ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ପ୍ରାଦେଶିକ ସଭ୍ୟ, ଆଜୀବନ ସଭ୍ୟ, ପୃଷ୍ଠପୋଷକ ସଭ୍ୟ, ମହିଳା ସଭ୍ୟା ଶିରୋମଣି ତଥା ସମାଜର ପ୍ରାଦେଶିକ କର୍ମକର୍ତ୍ତା…

Read More

ସରକାରୀ ବିଦ୍ୟାଳୟ ମୁଖ୍ୟ ଗେଟ ପଡ଼ି ନାବାଳ ମୃତ୍ୟୁ

ସରକାରୀ ବିଦ୍ୟାଳୟ ମୁଖ୍ୟ ଗେଟ ପଡ଼ି ନାବାଳ ମୃତ୍ୟୁ #ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟ ବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟ ଭାଙ୍ଗି ପଡିବାରୁ ଜଣେ ନାବାଳକର ମୃତ୍ୟୁ ଘଟିଛି । ଆଙ୍କୁଲା ଗ୍ରାମର କାର୍ତ୍ତିକ ନାଏକ ନିଜର ବୃତ୍ତି ପାଇଁ ସପରିବାର କଟକରେ ରହୁନ୍ତି । ଆଜି ସେ ନିଜ ଗାଁ ଆଙ୍କୁଲାକୁ ଆସିଥିବା ବେଳେ ତାଙ୍କର ୭ ବର୍ଷ ପୁଅ ଚିକୁ ନାଏକ ନିଜର ଦୁଇ ଜଣ ସାଙ୍ଗଙ୍କ…

Read More

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ #କୋଣାର୍କ (ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାର ଅଗ୍ରଣୀ ସଂଗଠନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ପୁରୀ ସଂସ୍କୃତି…

Read More

ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି : ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଆଦି ୫ ଡଙ୍ଗା

ପୁରୀ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି : ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଆଦି ୫ ଡଙ୍ଗା #ପୁରୀ(ଏନ୍‌.ଏମ୍‌.): ଆସନ୍ତା ଏପ୍ରିଲ ୨୩ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ । ଏନେଇ ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନ ଠାରୁ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀରେ ଚାପ ଖେଳିବେ । ଏଥିପାଇଁ ଚଳଚଞ୍ଚଳ…

Read More

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ ବୋଲି ରାଜ୍ୟବିଜେପି ନେତୃତ୍ୱ ଅଭିଯୋଗ ଆଣିଛନ୍ତି । ତେବେ ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯିବା ଦୁର୍ଭାଗ୍ୟଜନକ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

Read More

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ #ଭୁବନେଶ୍ୱର (ଏନ୍‌.ଏମ୍‌.): ଝାରସୁଗୁଡା ଉପର୍ନିବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ…

Read More

ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ ସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ଅଡିଟୋରିଅମରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଏଫ୍‌. ସି. ନର୍ଥ ଶିବିରକୁ ଉଦଘାଟନ କରିଥିବାବେଳେ ଏନ. ସି. ସି. ଅଫିସର ସୌମ୍ୟ ରଞ୍ଜନ ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଓଡ଼ିଶା ମେଡିକାଲ କମ୍ପାନୀ ଏନ. ସି….

Read More

ଖେଳୁ ଖେଳୁ ଅଜାଣତରେ ବିଷ ପିଇଦେଲେ ୪ ଶିଶୁ

ଖେଳୁ ଖେଳୁ ଅଜାଣତରେ ବିଷ ପିଇଦେଲେ ୪ ଶିଶୁ #ଭଦ୍ରକ(ଏନ୍‌.ଏମ୍‌.): ଖେଳ ହୋଇଛି କାଳ । କୁନିକୁନି ବୟସରେ ଖେଳୁଖେଳୁ କିଏବା ଜାଣିଥିଲା ସେମାନଙ୍କ ପାଇଁ ବିପଦ ମାଡ଼ିଆସୁଛି । ଯାହାକୁ ନେଇ ଶିଶୁଙ୍କ ପରିବାର ଠାରୁ ଆରମ୍ଭ କରି ଗାଁ ଲୋକମାନେ ମଧ୍ୟ ବ୍ୟସ୍ତ ଓ ବିବ୍ରତ । ଖେଳୁ ଖେଳୁ ବିଷ ପିଇ ଦେଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି ।…

Read More

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ #ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଘା ସେକ୍ଟର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବିଶ୍ୱସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ…

Read More

ଚୌଦ୍ୱାର ସ୍ଥିତ ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀ

ଚୌଦ୍ୱାର ସ୍ଥିତ ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀ #କଟକ (ଏନ୍‍.ଏମ୍‍.): ସରଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିର ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀର ନୂଆ ଠିକଣା ଜର୍ମାନୀର, ଲଣ୍ଡୌଏର ଷ୍ଟ୍ରାବେ-୧୦୦ । ସେ ପାଇଲା ପରିବାର, ଆବାସ,ପିତାମାତା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ବୋଲି ଶିଶୁଟିକୁ ହସ୍ତାନ୍ତର ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଡଃ.ଭବାନୀ ଶଙ୍କର ଚୟନୀ ଭାବପ୍ରବଣ ହୋଇ ପ୍ରକାଶ କରିଛନ୍ତି । ଜର୍ମାନୀର, ଲଣ୍ଡୌଏର ଷ୍ଟ୍ରାବେ-୧୦୦…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ବ୍ୟବହାରରେ ଉତ୍କର୍ଷ ଅଣାଯିବ: କୃଷି ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଫସଲ ଅମଳ ପରବର୍ତ୍ତୀ ସୁପରିଚାଳନା ଓ ସଂରକ୍ଷଣ ଏବଂ ଚାଷୀମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ଦିଗରେ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ କରିବା ଓ ବ୍ୟବହାରରେ ଉତ୍କର୍ଷ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି । ଏଥି ପାଇଁ ଏକ…

Read More