ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ
ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ #ଭଦ୍ରକ(ଏନ୍.ଏମ୍.): ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଗଦା ବିନାୟକପୁର ସ୍ଥିତ ଦାଶସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୂର୍ବତନ ଆବାହକ ଭାଗିରଥି ପଣ୍ଡା ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସେବା ସଂଯୋଜକ ବସନ୍ତ କୁମାର ଦାସ, ସହ ସଂଯୋଜକ ସଞ୍ଜୟ କୁମାର ଦାସ,…
