ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର
ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର #କଟକ(ଏନ୍.ଏମ୍.): କଟକରେ ରାଜ୍ୟସରକାର ବିଭିନ୍ନ ନୂଆ ନୂଆ ବୃହତ ଯୋଜନା ରୂପାୟନ କରାଯିବା ଫଳରେ କଟକ ସହରର ସୌଦର୍ଯ୍ୟ ବଢିବାରେ ଲାଗିଛି । ସହରରେ ଯାନବାହାନ ସୁପରିବହନ ଲାଗି ଖାନନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ୧୨୧କୋଟି ୬୫ ଲକ୍ଷ ବ୍ୟୟରେ ୬ ଲେନ୍ ବିଶିଷ୍ଠ ରାସ୍ତା ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦେକ୍ଷପକୁ…
