ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ
ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ #ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଏପ୍ରେଲ ୩ ତାରିଖ, ୨୦୧୮ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ ଅନୁଧ୍ୟାନକାରୀ ଦଳ ଧଳା ଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ ରତ୍ନଭଣ୍ଡାର…
