କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ
କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ #କଟକ(ଏନ୍.ଏମ୍.): ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ସେ ଏସସିବି ମେଡ଼ିକାଲର ଉର୍ଣ୍ଣତିକରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ, ଅର୍ବାନ ହାଟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିଲେ । ଏହି ରାଜ୍ୟ ସରକାର ପ୍ରକଳ୍ପ ଗୁଡିକର କିଭଳି ରୂପାନ୍ତରିତକରଣ କରିଛନ୍ତି ତାହା ବୁଲି ଦେଖିବା ସହ ପ୍ରଶଂସା କରିଥିଲେ ।…
