ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର : ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା
ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା #ଆଠଗଡ଼(ଏନ୍.ଏମ୍.): ପୁଅଟିଏ ହେବ, ପାଠ ପଢ଼ିବ ଭଲ ମଣିଷ ହେବ । ଆଉ ବୁଢ଼ାକାଳେ ଆଶା ବାଡ଼ି ଭଳି ସାହାରା ହେବ । ମଲାବେଳେ କାନ୍ଧରେ ନେବ ଆଉ ପିଣ୍ଡପାଣି ଦେବ । ଏହି ଆଶା ନେଇ ବାପମା’ କେତେ ଦିଅଁ ଦେବତା ପୂଜା କରନ୍ତି । ଆଉ ପୁଅଟିଏ ଜନ୍ମ ହେବା ପରେ କେତେ…
