ଆଇପିଏଲ: ଗୁଜୁରାଟର ସହଜ ବିଜୟ
ଆଇପିଏଲ: ଗୁଜୁରାଟର ସହଜ ବିଜୟ #ଜୟପୁର(ଏନ୍.ଏମ୍.): ଆଇପିଏଲର ୪୮ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରୁ ଗୁଜୁରାଟ ୯ୱିକେଟରେ ଏକତରଫା ଭାବେ ଜିତି ନେଇଛି । ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୪ରନରେ ଅଲ ଆଉଟ ହୋଇ ଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବ୍ୟାଟରମାନେ ଗୁଜୁରାଟ ସ୍ପିନରଙ୍କ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ…
