Nishkarsha

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୌନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା…

Read More

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା #ଭୁବନେଶ୍ୱର (ଏନ୍‌.ଏମ୍‌.): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଗତ କାଲି ରାତିରେ ସେମାନଙ୍କୁ କୋଲକାତା ଅଣାଯାଇଥିଲା ।…

Read More

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ #ଝାରସୁଗୁଡ଼ା(ଏନ୍‍.ଏମ୍‍.): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏହି ଅଞ୍ଚଳ । ବିଭିନ୍ନ ରାଜନୈତିକ ଦଳମାନଙ୍କ ଅଙ୍କକଷା ସାଙ୍ଗକୁ ଜୋରଦାର ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଏହି ଅଞ୍ଚଳ ଉଠୁଛି ପଡ଼ୁଛି । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ମୋଟ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

Read More

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ ଶ୍ରୀନଗର(ଏଜେନ୍ସି): ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ସେନାର ଅଭିଯାନ…

Read More

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ବିଜୟ ହାସଲ କରିଛି । ହୋମ ଗ୍ରାଉଣ୍ଡରେ ଚେନ୍ନାଇ ଦଳ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସମ୍ମୁଖରେ ୧୪୦ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଚେନ୍ନାଇ ଏହି ଟର୍ଗେଟକୁ ୧୭.୪ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରି ନେଇଥିଲା ।…

Read More

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ‘ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ’ ପାଳିତ ହୋଇଯାଇଛି । ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଓ ସଂଗଠକ ନିଳାଦ୍ରୀଭୂଷଣ ମହାପାତ୍ର, ସଂଳାପକାର ଡ. ରଜନୀ…

Read More

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ ରାଜ୍ୟରେ ସଙ୍ଗଠନର ସ୍ଥିତି ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଦେଶରେ ବର୍ତ୍ତମାନର…

Read More

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାନ୍ତାଳୀ ଭାଷାର ସ୍ରଷ୍ଟା ସ୍ୱର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୯ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ପାଳନ ହୋଇଯାଇଛି । ଜୁମିଡ୍ ଖେରୱାଲ୍ ସାନ୍ତାଳ ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାନ୍ତାଳୀ ଭାଷାର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି ଭାଷାର ବିକାଶ ତଥା ଉପଯୁକ୍ତ ମାନ୍ୟତା…

Read More

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି #ଜଗତସିଂହପୁର (ଏନ୍‌.ଏମ୍‌.): ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । କେଉଁଠି ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଚୋରି ରହାଜାନୀ, ଛିନତାଇ, ଦାଦାବଟି ଆଦାୟ ଭଳି ଅନେକ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇଛି । ସମ୍ପ୍ରତି ଅପରାଧିକ କାର୍ଯ୍ୟ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ସାଧାରଣ ଜନତା ଘରେ ମଧ୍ୟ ସୁରକ୍ଷିତ ନଥିବା ଅଭିଯୋଗ ଆଣିଛନ୍ତି ।…

Read More

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ #କଟକ ସଦର(ଏନ୍‌.ଏମ୍‌.): ସୋମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଥୋରିଆପଡ଼ା ଗ୍ରାମ ବେଲବଣ ମଠରେ ୪୧ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୀତାପାଠ ସହ ବିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ସମାପନ କରାଯାଇଥିଲା । ତିନି ଦିନ ଧରି ଆଧ୍ୟାତ୍ମିକ ପରିବେଶରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ରେ କମ୍ପି ଉଠିଥିଲା…

Read More

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା । ତେବେ ଏହା ଓଡ଼ିଶା ପାଇଁ କେତେ କ୍ଷତିକାରକ ହେବ ସେନେଇ ଅଙ୍କ କଷୁଛନ୍ତି ଭାରତୀୟ ପାଣିପାଗ ବିଭାଗ । ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ…

Read More

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା; ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି #ବାରିପଦା(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା । ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି…

Read More