Nishkarsha

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଆର.ଆଇ.ଇ. ଭୁବନେଶ୍ୱର ଠାରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ…

Read More

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ ପୁରୀ(ଏନ୍‌.ଏମ୍‌.): ଚଳିତ ମାସ ୩୦ତାରିଖରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ୨୧ତମ ଜାତୀୟ ଲୋକମେଳା ଓ ୧୪ ତମ କୃଷିମେଳା ଅନୁଷ୍ଠିତ ହେବ । ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ମେଳାରେ ଭାରତବର୍ଷର ବିଭିନ୍ନ ପ୍ରଦେଶର ତିନିଶହ କଳାକାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେ ଜଣ କଳାକାର ଯୋଗଦେବା ସହ ପାଞ୍ଚଦିନ ବ୍ୟାପି ଏହି ଜାତୀୟ…

Read More

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ ନୂଆଦିଲ୍ଲୀ(ଏଜେନ୍ସି): ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ଟିମ୍ କରିବ । ଏନଆଇଏ ଟିମ୍ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି । ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ…

Read More

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି ଭବାନୀପାଟଣା(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା । ଆଉ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଗୁଳିର ଜବାବ ଦେଇ ପୁଲିସ ମଧ୍ୟ ଚଳାଇଥିଲା ଗୁଳି । ଏଥିରେ ୩…

Read More

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା #କୋଲକାତା(ଏନ୍‌.ଏମ୍‌.): ପ୍ରଥମେ ରାନା ପରେ ରସଲ ଓ ଶେଷରେ ରିଙ୍କୁଙ୍କ ଚମକଦାର ପ୍ରଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇ ଦେଇଛି । ୧୮୦ରନର ବିଜୟ ଲକ୍ଷ୍ୟ ପିଚ୍ଛା କରି କୋଲକାତା ଅଧିନାୟକ ନିତିଶ ରାଣାଙ୍କ ୫୧ରନ ଜରିଆରେ ୧୮ ଓଭରରେ ୪ ୱିକେଟ ହରାଇ ୧୫୪ରନ କରିଥିଲା । ବିଜୟ ପାଇଁ ଦଳକୁ ଶେଷ ୧୨ବଲରେ ୨୬ରନ…

Read More

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ #କଟକ(ଏନ୍‌.ଏମ୍‌.): ସୁବୋଧକୃଷ୍ଣ ମିଶନ ପକ୍ଷରୁ ଆଜି ସ୍ଥାନୀୟ ସିଡ଼ିଏ ସେକ୍ଟର-୯ ମା’ଦୁର୍ଗା ମଣ୍ଡପରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟିତ ହୋଇଯାଇଛି । ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରବକ୍ତା ରୂପେ ରାମନାଥ ପଣ୍ଡା ଯୋଗ ଦେଇଥିଲେ । ସୁବୋଧକୃଷ୍ଣ ମିଶନ ସଂଯୋଜକ ଉତ୍କଳ ଭୂଷଣ ରାଉତରାୟ ପ୍ରାରମ୍ଭିକ ସୂଚନା, ଅତିଥି…

Read More

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ #କଟକ(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ବେଳେ ଯେଉଁଭଳି ଭାବେ ଅନ୍ଧାର ହୋଇଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ରାଷ୍ଟ୍ରପତିଙ୍କ ଭଳି ଜଣେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା କ୍ଷମଣୀୟ ନୁହେଁ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏସବୁକୁ ଯାଞ୍ଚ କରାଯାଇଥିଲା କି ନାହିଁ ତାହାକୁ…

Read More

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ରାଜ୍ୟ ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିବାରୁ ଆଜି କୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ଗୌରୀ ଶଙ୍କର ଶତପଥୀଙ୍କ ଇଜିଲାସରେ ରାଜ୍ୟ ସରକାର ମହିଳା କମିଶନରେ ଖାଲିଥିବା ସମସ୍ତ ପଦବୀ ପୁରଣ କରିଥିବା ନେଇ ଦର୍ଶାଇବା…

Read More

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନ ଦେଓ…

Read More

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ୱ ଗ୍ରାମ ପାରାଉଡ଼ି ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ସର୍ବସ୍ୱ ଭଷ୍ମିଭୂତ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡ ଏତେ ପ୍ରଖର ଥିଲା ଯେ ଏହାକୁ ଆୟତ କରିବା ଅସମ୍ଭବ ହୋଇ ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ୨ଟି ପରିବାରର…

Read More

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ #କଟକ ସଦର(ଏନ୍‌.ଏମ୍‌.): ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି ଅଷ୍ଟାଦଶ ବାର୍ଷିକୀ ଉତ୍ସବ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ । ସାତ ଦିନ ଧରି ଚାଲି ଥିବା ଏହି ପ୍ରବଚନ ଓ ପରାୟଣ ସନ୍ଧ୍ୟାରେ ବିଶିଷ୍ଟ ସାଧୁ ସନ୍ଥମାନଙ୍କ ଦ୍ୱାରା ପ୍ରବଚନ ତଥା ଶ୍ରୀମଦ ଭାଗବତ କଥାରେ ଶ୍ରଦ୍ଧାଳୁ ବେଶ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ଶେଷ ତିନିଦିନ…

Read More

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ #କଟକ(ଏନ୍‌.ଏମ୍‌.): କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଜଣେ ଅଟୋଚାଳକଙ୍କ ବିୟୋଗରେ ସଂଘ ପକ୍ଷରୁ ତାଙ୍କ ପରିବାରକୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ଗ୍ରାମର ଶୈଳେନ୍ଦ୍ର ସାହୁ ଦୀର୍ଘ ଦିନ ଧରି କଟକରେ ଅଟୋ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିଥାନ୍ତି । ସେ…

Read More