ଆଠଗଡ଼ରେ ବେଆଇନ ୭ହଜାର ୫ଶହ ଲିଟରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ
ଆଠଗଡ଼ରେ ବେଆଇନ ୭ହଜାର ୫ଶହ ଲିଟରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ #ଆଠଗଡ଼(ଏନ୍.ଏମ୍.): ବେଆଇନ ଦେଶୀ ରନ୍ଧା ମଦର ରାଜଧାନୀ ପାଲଟିଛି ଆଠଗଡ । ଅବକାରୀ ବିଭାଗ ଯେତେଥର ଚଢ଼ାଉ କରିଛି ସେତେଥର ବିପୁଳ ପରିମାଣର ମଦ ଜବତ କରିଛି । ତଥାପି ଏହି ଅଞ୍ଚଳରୁ ବେଆଇନ ରନ୍ଧା ମଦ ତିଆରି ବନ୍ଦ ହୋଇ ପାରୁନି । ଆଜି ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ…
