ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି #କଟକ(ଏନ୍.ଏମ୍.): ଢେଙ୍କାନାଳ ଜିଲ୍ଳା ମେରାମୁଣ୍ଡଳିସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସ ଫାଟିବା ନେଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଭଳି ଅଘଟଣକୁ ନେଇ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏମିତି ଘଟିଛି…
