ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା
ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା #କଟକ(ଏନ୍.ଏମ୍.): ସମ୍ପ୍ରତି ସମାଜରେ ସାଇବର କ୍ରାଇମ ବଢ଼ିବଢ଼ି ଚାଲିଥିବାବେଳେ ଏହାର ମୁଖ୍ୟ ଅଂଶ ହେଉଛି ବେଆଇନ ଆକ୍ଟିଭେଟ ସିମ । ଏହାକୁ ବ୍ୟବହାର କରି ଅପରାଧୀମାନେ ଆଖିପିଛୁଳାକେ ଲକ୍ଷାଧିକ ଟଙ୍କା ହଡ଼ପ କରିବାରେ ସକ୍ଷମ ହେଉଛନ୍ତି । ଏହି ସିମଗୁଡ଼ିକ ବିଶେଷକରି ପୁରୀରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଥିବାବେଳେ ଏମାନଙ୍କ ଧରିବା କ୍ଷେତ୍ରରେ କଟକ ସାଇବର ଥାନା ପୁଲିସକୁ ବଡ ସଫଳତା…
