ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା #ଢେଙ୍କାନାଳ(ଏନ୍.ଏମ୍.): ଏବେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ବେଳେବେଳେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ପ୍ରାଣହରାଉଥିବାବେଳେ ଜଙ୍ଗଲରେ ରୋଗ ଯନ୍ତ୍ରଣାରେ ମଧ୍ୟ ବନ୍ୟଜନ୍ତୁ ପ୍ରାଣ ହରାଇବା ଭଳି ଦୁଃଖଦ ଖବର ବନ୍ୟଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ମଶାଣି ନିକଟସ୍ଥ କାଜୁ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି । ୨୫…
