ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ
ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍.ଏମ୍.): ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକିରୀ ହରାଇବାର କାରଣ ପାଲଟିଛି ।ସେହି ସମୟରେ ସିଏସଏମ ଟେକର କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେସିଏସଏମ ଟେକେର ଯୋଗଦେଇଛି, ଯାହାକି…
