ଅପହଞ୍ଚରେ ବାବା ଧବଳେଶ୍ୱର: ଧୋଇଗଲା ଅସ୍ଥାୟୀ ରାସ୍ତା, ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ
ଅପହଞ୍ଚରେ ବାବା ଧବଳେଶ୍ୱର: ଧୋଇଗଲା ଅସ୍ଥାୟୀ ରାସ୍ତା, ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ #ଆଠଗଡ଼(ଏନ୍.ଏମ୍.): ଓଡ଼ିଶାର ଅନନ୍ୟ ଶୈବ ପୀଠ କଟକ ଜିଲ୍ଲାର ବାବା ଧବଳେଶ୍ୱରଙ୍କ ପୀଠ ଏବେ ଅପହଞ୍ଚ ହୋଇ ପଡ଼ିଛି । ବାବାଙ୍କ ପୀଠକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ନଦୀପାଣିର ସ୍ରୋତରେ ଭାସି ଯାଇଥିବା ଯୋଗୁଁ ପୀଠକୁ କେହି ଯିବା ସମ୍ଭବପର ହୋଇ ପାରୁନାହିଁ । ଫଳରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି…
