Nishkarsha

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ ପ୍ରକୃତି ଓ ସଂସ୍କୃତି ସହିତ ଯୋଡ଼ି ହେବାର ମଞ୍ଚ ଲୋକଉତ୍ସବ-ରାଜ୍ୟପାଳ #ଭୁବନେଶ୍ୱର(ଏନ୍‍.ଏମ୍‍.): ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ଯାହାକି ବର୍ତ୍ତମାନର ଓଡ଼ିଶା । ସେ ଲୋକକଳା ହେଉ କି ପାରମ୍ପରିକ ସାମରିକ କଳାକୌଶଳ ଅଥବା ଜନଜାତିଙ୍କ କଳା ପ୍ରତ୍ୟେକଟିର ପରିଚୟ ସ୍ୱତନ୍ତ୍ର । ଏହିସବୁ କଳାର ପ୍ରଦର୍ଶନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ଦେଖିବାକୁ ମିଳିଥିଲା । କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକାରଙ୍କୁ…

Read More

ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ

ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ତିଗିରିଆ ଅଞ୍ଚଳଟି ଏବେ ବେଆଇନ ମଦ ପ୍ରସ୍ତୁତିର ରାଜଧାନୀ ପାଲଟି ଯାଇଛି । ଏହି ଅଞ୍ଚଳରେ ହଜାର ହଜାର ଲିଟର ମଦ ତଥା ପୋଚକୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରୁଥିଲେ ମଧ୍ୟ ଏହି ଅଞ୍ଚଳରେ ବେଆଇନ ମଦ ତିଆରିକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରେ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ପୂର୍ବରୁ ବାରମ୍ବାର ମଦ କାରଖାନାରେ ଚଢ଼ାଉ କରାଯାଇଥିଲେ ମଧ୍ୟ ମଦ ମାଫିଆମାନଙ୍କ…

Read More

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଦୟାନିଧି ପ୍ରଥିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବୋଧପୁର ପଞ୍ଚାୟତ ଅନ୍ତର୍ଗତ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବିଶିଷ୍ଟ ବ୍ୟକ୍ତି ତଥା ଓଡିଶାର ସୁନାମଧନ୍ୟ ଗୀତିକାର ନିମାଇଁ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଓ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଯୋଗ…

Read More

ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ

ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସମାଜରେ ଜନସେବାକୁ ନିଜର ବ୍ରତ ଭାବେ ନେଇ ସ୍ଥାନୀୟ ଖାନ ନଗର ସାଇ ମନ୍ଦିର ପରିସରେ ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଉଦ୍‌ଘାଟନ କରିବା ସହ ମାନବସେବା ହିଁ ମାଧବ ସେବା ବୋଲି ମତପ୍ରକାଶ କରିଥିଲେ । ଯଦି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିଜକୁ ଜନସେବାରେ ନିୟୋଜିତ କରିବେ ତେବେ…

Read More

ସିଏମସିରେ ୧୬ଟି ପ୍ରକଳ୍ପ ପାଇଁ ବ୍ୟୟ ହେବ ୩୩.୨୮ କୋଟି: ବିଭିନ୍ନ ସ୍ଥାନରେ ଭୂମିପୂଜନ

ସିଏମସିରେ ୧୬ଟି ପ୍ରକଳ୍ପ ପାଇଁ ବ୍ୟୟ ହେବ ୩୩.୨୮ କୋଟି: ବିଭିନ୍ନ ସ୍ଥାନରେ ଭୂମିପୂଜନ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ୧୬ଟି ନୂଆ ପ୍ରକଳ୍ପ ପାଇଁ ଶୁଭ ଦିଆଯିବା ସହ ପ୍ରକଳ୍ପ ସ୍ଥାନରେ ଭୂମିପୂଜନ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଶୁଭଦାନ…

Read More

ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ଶିରୋମଣି ସମ୍ମାନ’ ପ୍ରଦାନ

ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ଶିରୋମଣି ସମ୍ମାନ’ ପ୍ରଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ପକ୍ଷରୁ ‘କିଟ୍‌’ ଓ ‘କିସ୍‌’ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିବାରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହା ଡଃ ସାମନ୍ତଙ୍କ ଭାରତର ସର୍ବାଧିକ ୫୩ତମ ଡକ୍ଟରେଟ୍ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ ତାଙ୍କୁ ଡି.ଲିଟ୍…

Read More

ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା : କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ

ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ବିଶ୍ୱ ଯେଉଁଭଳି ଭାବେ ପ୍ରଗତି ପଛରେ ଅନୁଧାବନ ହେଉଛି ପ୍ରକୃତି ପ୍ରତି ସେତିକି ଅବହେଳା କରୁଛି । ଫଳରେ ବିଶ୍ୱ ତାପାୟନର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଯୁଆଡେ ଦେଖିବ ଅସୁମାରୀ କଳକାରଖାନା ମୁଣ୍ଡ ଟେକୁଥିବାବେଳେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ତେଣୁ ଆଉ ସବୁଜିମା ଜଙ୍ଗଲ ଦିନକୁ ଦିନ ନିଶ୍ଚିହ୍ନ ହେବାରେ ଲାଗିଛି ।…

Read More

ରାଜ୍ୟରେ ୫ ଆଇପିଏସଙ୍କ ବଦଳି

ରାଜ୍ୟରେ ୫ ଆଇପିଏସଙ୍କ ବଦଳି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍ ଓ ଜଣେ ଓପିଏସ)ଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ.ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଂଚ ଆଇଜି ଭାବେ ବଦଳି ହୋଇଛି । ସଫିନ ଏବେ ଏଚଆରପିସି ଆଇଜି ଅଛନ୍ତି ।…

Read More

୫ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର

୫ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର ବ୍ରହ୍ମପୁର (ଏନ୍‌.ଏମ୍‌.): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…

Read More

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ନବୀନଙ୍କ ଛାଟ

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ନବୀନଙ୍କ ଛାଟ ୩ ଜଣଙ୍କୁ ଚାକିରିରୁ ବିଦା, ୬ ଜଣଙ୍କ ପେନସନ ବନ୍ଦ #ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦୁର୍ନୀତି ବଢ଼ୁଥିବାବେଳେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତତ୍ପରତା ଦେଖାଇଛନ୍ତି । ଦୁର୍ନୀତିକରୁଥିବା କୌଣସି ଅଧିକାରୀଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।…

Read More

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ସିଆଇଡି(କ୍ରାଇମବ୍ରାଞ୍ଚ) ପୁନଃତଦନ୍ତ କରିବ । ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା…

Read More

‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ପ୍ରାୟ ୨ହଜାର ବୃହତ ଜଳାଶୟର ନବୀକରଣ…

Read More