ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ #ଭୁବନେଶ୍ୱର (ଏନ୍.ଏମ୍.): ପ୍ରଦେଶ ଛାତ୍ର କଂଗ୍ରେସ ସଭାପତ ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆକାଶ ଛୁଆଁ ବଜାରଦର ପ୍ରତିବାଦରେ ଖାଉଟିକଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସର ଉଦ୍ଦେଶ୍ୟ ଥିଲା ବଜାରଦର ଉପରେ ମନ୍ତ୍ରୀ ନୀରବ କାହିଁକି? ମୁଖ୍ୟମନ୍ତ୍ରୀ ନୀରବ…
