କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ ମୋକିମ ହେବେ କି ବିଜେପି ମୁହାଁ ! #ଭୁବନେଶ୍ୱର(ଏନ୍.ଏମ୍.): ଦୀର୍ଘ ବର୍ଷ ଧରି ରାଜନୈତିକ ପଶାପାଲିରେ ବିଫଳ ହେଉଥିବା କଂଗ୍ରେସ ଆଜି ନିଜ ଦଳର ବଳିଷ୍ଟ ନେତାଙ୍କୁ ନିଲମ୍ବନ କରିଥିବା ନେଇ କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ନେଇ…
