ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍.ଏମ୍.): ସ୍ଥାନୀୟ ମଧୁପାଟଣା ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆର୍ନ୍ତଜାତୀୟ ଚେସ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେଇଥିବା ଓଡ଼ିଶା ମାଟି ପାଇଁ ଗୌରବର ବିଷୟ ବୋଲି ସମ୍ବର୍ଦ୍ଧନା ଅବସରରେ ଅତିଥିମାନେ ମତପୋଷଣ କରିଥିଲେ । ଆଇ ଚେସ ସେଣ୍ଟର ସମ୍ପାଦକ ଆଇନଜୀବୀ ମାନସ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…
