ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ #ସମ୍ବଲପୁର(ଏନ୍.ଏମ୍.): ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଜଳଭଣ୍ଡାରର ଗେଟ ଖୋଲାଯାଇ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ଡ୍ୟାମରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୯ଘଟିକାରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ତେବେ ପୂର୍ବ ଘୋଷଣା ଅନୁଯାୟୀ…
